Piladina Sathi Joubanara Smruti – 2 – SexKahanni.COM

Piladina Sathi Joubanara Smruti – 2
ପିଲାଦିନ ସାଥୀ ଯୌବନର ସ୍ମୃତି -2
Piladina Sathi Joubanara Smruti – 2 Piladina Sathi Joubanara Smruti – 1  ଆଃ…. କେତେ ସୁନ୍ଦର ତା ଚେହେରା ! ହସପିଟାଲର ଏଲ୍ ଇ ଡି ଆଲୁଅରେ ପୂର୍ଣ୍ଣମୀର ଜହ୍ନଟା ଯେମିତି ତଳକୁ ଓହ୍ଲେଇ ଆସିଲା ପରି ଝଲସି ଉଠୁଛି ପୁରା ଚିକ୍କଣ ହେଇ; ମୁହଁରେ  ଗୋଟିଏ ବି କିଛି ଦାଗ ର ଚିହ୍ନ ନାହିଁ । ଭୟାତୁରା ବନ ହରିଣୀ ପରି ଟିକି ଟିକି ଦୁଇ ଆଖିରେ ଯେମିତି ଭରି ରହିଛି ଅନେକ ଆଶା ଓ ଆକାଂକ୍ଷା ର ପ୍ରତିଛବି । ତା ତଳକୁ ତୀକ୍ଷ୍ଣ ସରୁ ନାସାଗ୍ର ତଳେ ଦୁଇ କୋମଳ ଅଧରର ଥର ଥର କମ୍ପନ ।
ସତେ ଯେମିତି ଅନେକ ଅକୁହା କଥା ଏବେ ବି ଓଠ ପାଖକୁ ଆସି ପୁଣି ଫେରି ଯାଉଛି । ଶରୀରରେ ଯୌବନର ସୁଅଟା କୂଳ ଲଂଘନ କରୁଥିବା ଢେଉ ପରି ତା ଟାଇଟ୍ ଡ୍ରେସ୍ ତଳୁ ପିଚକି ପଡୁଥିଲେ ବି ଛାତିରେ ପୂର୍ଣ୍ଣ ଓଢଣିଟାକୁ ଗୁଡେଇ ଦେଇଥିବାରୁ ବେଶ୍ ତାଆରି ଆକାର ଟା ଫୁଟି ବାହାରିବା ବାକି ରହିଥାଏ; ନ ହେଲେ ତା ମାଂସାଳ ଦେହର ଥଳ ଥଳ ଜଙ୍ଘ, ବଡ଼ ବଡ଼ ଗାଣ୍ଡୀ ପୁରା ଫୁଟି ପିଚକି ପଡୁଥାଏ ।
ୱ।ଓ…. ବଡ଼ ହେଇ ଦିନେ ଇଏ ଯେ ଏତେ ରୂପ ସୌନ୍ଦର୍ଯ୍ୟର ଅଧିକାରୀଣି ହେବ ମୁଁ ଏବେ ବି ଭାବି ପାରୁ ନ ଥିଲି । ତା ରୂପ ଯୌବନର ସୌନ୍ଦର୍ଯ୍ୟତା ଆଗରେ ସେଇ ଚୋର ତସ୍କରଙ୍କ ଭୟ ବି ଧିରେ ଧିରେ ଫିକା ପଡି ତା ଆଡକୁ ମୁଁ ଟାଣି ହେଇ ଯାଉଥିଲି କେଉଁ ଏକ ଅଦେଖା ଡୋରିରେ ବାନ୍ଧି ହେଲା ପରି । ଇଚ୍ଛା ହେଉଥାଏ ସେଇଠି ଏକା ତାର ସେଇ ନାଲି ଗୁଲୁଗଲୁ ଓଠକୁ ଚୁଚୁମି ପକାନ୍ତି ।

କିନ୍ତୁ ଏତିକିବେଳେ ତା ମୋବାଇଲ୍ ଟା ରିଂ ହେବାରେ ଲାଗିବାରୁ ସେ ବି ଚମକି ପଡି ରିସିଭ୍ କଲା । ବୋଧହୁଏ ତା ମାଇଁ ଫୋନ୍ କରିଥିଲେ । କାନ୍ଦ କାନ୍ଦ ହୋଇ ସବୁ କହିଲା ପରେ, ମୁହଁକୁ ଶୁଖାଇ ମତେ ପଚାରିଲା, “ତୁ ଏବେ ଗାଆଁକୁ ଯିବୁ କି ?” ତାକୁ ଛାଡି ଯିବାକୁ ଇଚ୍ଛା ନ ଥିଲେ ବି ଆଉ ଯେ କଣ କହି ବାହାନା କରିବି ଭାବି ନ ପାରି କହିଲି, “ହଁ, ତତେ ତ ତୋ କହିବା ଜାଗାରେ ଆଣି ଛାଡିଦେଲି, ବାଟରେ ଏତେ ସବୁ ଘଟିଗଲା ପରେ ଏତେ ରାତିରେ ପୁଣି ଗାଆଁକୁ ଫେରିବାକୁ ଡର ଲାଗୁଛି, ତେଣୁ ଭାବୁଛି, କୋଉ ସାଙ୍ଗ ପାଖରେ ରାତିଟା କଟେଇ ସକାଳୁ ପଳେଇବି ।
ତୁ ଆଉ କଣ ବସିଲୁ ? ସେ ଶଳାମାନେ ଯଦି ଆମକୁ ଖୋଜି ଖୋଜି ଆସିଯିବେ, ବହୁତ ଅସୁବିଧା ହେଇଯିବ । ଯା ତୋ ମାମୁଁ କୋଉଠି ଏଡମିଟ୍ ହେଇଛନ୍ତି, ତାଙ୍କ ପାଖକୁ ଶିଘ୍ର ପଳା । ମୁଁ ବି ଯାଉଛି । ମୋ କଥା ଶୁଣି ସେ ଆହୁରି କାନ୍ଦ କାନ୍ଦ ହୋଇ କହିଲା, “ମାମୁଁ ବେଶୀ ସିରିୟସ୍ ହେବାରୁ ଏଇ କିଛି ସମୟ ଆଗରୁ ବୁର୍ଲା କୁ ନେଲେଣି ପରା, ଏବେ ମାଇଁ ଫୋନ୍ କରିଥିଲେ ।“
ମୁଁ- ତ… ଏବେ ତୁ କଣ କରିବୁ ?
ସେ- କଣ ଆଉ କରିବି ? ମାଇଁ କହୁଥିଲେ କୋଉ ଲଜ୍ କି ହୋଟେଲରେ ରାତି କଟେଇ ସକାଳୁ ଫେରି ଯିବାକୁ….
ମୁଁ- (ଚମକିଲା ପରି) କଣ କହିଲୁ, ତୁ ଲଜ୍ ରେ ରାତି କଟେଇବୁ ? ଏବେ ଏବେ ଦେଖିଲୁ ତ, ଭଲରେ ବେଳ ବି ବୁଡି ନି; ଚୋର ଗୁଡା କେମିତି ଗୋଡାଉଛନ୍ତି । ଆଉ ତୁ ଯେମିତି ହେଇଛୁ ନା….. ସେଇ ଲଜ୍ ରେ ବି କେହି ଛାଡିବେ ନି…. ଗୋଟା ଗୋଟା ଚୋବେଇ ଯିବେ…
ସେ- କାଇଁ, ତୁ ମୋ ସାଥିରେ ରହିଲେ କଣ ହେବ ? କୋଉଠି କୋଉ ସାଙ୍ଗ ପାଖରେ ରହିବୁ ଯାହା, ଦୁହେଁ ସାଙ୍ଗ ହୋଇ ଲଜ୍ ରେ ରହିଯିବା ।
ଏଇଟା ତାର ପ୍ରେମ ନିବେଦନ ନା ଭୟରେ ସୁରକ୍ଷା ମାଗିବାର କୌଶଳ ମାତ୍ର, ମୁଁ ଠିକ୍ ରେ ବୁଝି ପାରୁ ନ ଥାଏଁ । କାରଣ ମୁଁ ଜାଣେ, ଆମକୁ କୋଉ ଲଜ୍ କି ହୋଟେଲରେ କେହି ରୁମ୍ ଦେବେ ନାହିଁ । ତେଣୁ ମୁଁ ବି ଟିକିଏ ଚିନ୍ତିତ ରହିଲି । ଯୋଉଠି ଲୁଚିଥିଲୁ, ତାହା ଦିନବେଳେ ରୋଗୀ ମାନଙ୍କୁ ଦେଖୁଥିବା କୋଉ ଡକ୍ଟର ର ଓପିଡି କ୍ୟାବିନ୍ । କେତେବେଳେ କିଏ କେମିତି କାଁ ଭାଁ ତା ବାହାର ଦେଇ ଯାଆ ଆସ କରୁଥିଲେ ନ ହେଲେ ପୁରା ଶୁନଶାନ୍ ।
ମୋର ଏମିତି ଚିନ୍ତିତ ଥିବାର ଦେଖି ମୋ ପାଖକୁ ଲାଗି ଆସି ବସିଲା । ଥଳ ଥଳ ତା ଜଙ୍ଘ ଟା ମୋ ଜଙ୍ଘରେ ଜାକି ହେଇ ମୋ ଦେହରେ କରେଣ୍ଟ୍ ବାଜିଲା ପରି ଲାଗିଲା । ପରବର୍ତ୍ତୀ ମୂହୁର୍ତ୍ତରେ ମୋ ହାତକୁ ଟାଣିନେଇ ତା ଦୁଇ ହାତ ମଝିରେ ହାଲକା ଆଉଁସି ଆଉଁସି କହିଲା, “ନିଜ ଜୀବନକୁ ବାଜି ଲଗେଇ ସେମାନଙ୍କ କବଳରୁ ଏତେ ଦୂର ମତେ ସୁରକ୍ଷିତ ଆଣିଲୁ, ଆଉ ଏଇ ରାତିରେ ପୁଣି ଏମିତି ଏକା ଏକା ଏଇଠି ଛାଡି ଚାଲି ଯିବୁକି ? ପ୍ଲିଜ୍ ଚାଲ୍ ନା, ଯୋଉଠି ବି ହେଉ ଦୁହେଁ ସାଙ୍ଗ ହୋଇ ରହିବା । ଜାଣିଛୁ, ସ୍କୁଲ୍ ଗଲାବେଳେ ବି ମୁଁ ମୋ ସାଙ୍ଗମାନଙ୍କ ସହ ନ ଯାଇ ତୋ ସାଙ୍ଗରେ କାହିଁକି ଯାଉଥିଲି ? କାରଣ ତୋ ସାଥିରେ ସବୁବେଳେ ମତେ Safety ଫିଲ୍ ହୁଏ….
ଇଚ୍ଛା ହେଉଥିଲା ତାକୁ କୋଳେଇ ନେଇ ତା କପାଳରେ ସରୁ ଚୁମ୍ବନଟିଏ ଦେଇ ଜାବୁଡ଼ି ଧରିବି । ହେଲେ ସିଏ ବି ମତେ ବେଧୁଆ ବେଧୁଆ କହି ଯୋଉ ଭାଉ ମାରୁଥିଲା, ରହ ଟିକିଏ ଦେଖେଁ ଭାବି ତା ହାତରୁ ମୋ ହାତକୁ ଛଡେଇ କହିଲି, “ଆଚ୍ଛା, ଯଦି ମୋ ସାଥିରେ ଏତେ Safety ଫିଲ କରୁ, ତେବେ ସେଇଠି କେମିତି କହିଦେଲୁ, ମୁଁ ସେମାନଙ୍କୁ ଡାକିଛି ତୋର ରେପ୍ କରିବାକୁ ବୋଲି ?”
ସେ- (ପୁଣି ମୋ ହାତକୁ ଟାଣିନେଇ, ଗେଲେଇ ହେଲା ପରି) ସରି ନା ପ୍ଲିଜ୍… ଗତ ବର୍ଷ ଆମ ହୋଷ୍ଟେଲର ଗୋଟିଏ ଝିଅକୁ କେତେଜଣ ଗ୍ୟାଙ୍ଗରେପ୍ କରି କରି ମାରିଦେଲେ ତ, ସେଇଥିପାଇଁ ଡରି ଯାଇଥିଲି…
ମୁଁ- ଆଉ ଏବେ ଯଦି ମୁଁ ରେପ୍ କରିଦିଏଁ….
ସେ- (ହସିଦେଇ, ମୋ ହାତକୁ ଆହୁରି ଟାଣିନେଇ ତା ଦୁଇ ଜଙ୍ଘ ମଝିରେ ଜାକି) ତେବେ ସେଇ ପିଲାଦିନେ ଯେମିତି ତୋ ହାତକୁ କାମୁଡି ଦେଇଥିଲି, ସେମିତି କାମୁଡି ଦେବି….
ମୁଁ- ଆରେ ବାବାରେ, ତେବେ ତ ତୁ ମୋ ଠୁ ବି ଆହୁରି Danger…
ଏଥର ସେ ମତେ ଜାବୁଡ଼ି ଧରି ତା ଦୁଧକୁ ମୋ ଦେହରେ ଜାକି ଜାକି କାନ ପାଖରେ ତା ଖର ନିଃଶ୍ୱାସ ଛାଡି ଧୀରେ କହିଲା, “ହେଲେ କାହିଁକି ମୁଁ ତୋ ହାତକୁ କାମୁଡି ପକେଇଥିଲି ତୁ ଜାଣିନୁ କି ?” ତାର ଏମିତି ମତେ ଭିଡି ଧରିବାରେ ତ ମୋ ତନୁମନ ଉନ୍ମାଦନାରେ ଶିହରୀ ଉଠିଲା । ତା ଅକୁହା ଈଶାରାକୁ ବୁଝି ବାଣ୍ଡଟା ଭିତରେ ଭିତରେ ଶକ୍ତ ହୋଇ ଗେହିଁ ପକେଇବାକୁ ଥରହର ହେଲା ।
ପ୍ରତିକ୍ରିୟା ସ୍ବରୂପ ମୁଁ ବି ତାକୁ ଭିଡି ଧରି ତା ଓଠରେ ଓଠକୁ ଲଗେଇ ଚୁଚୁମି ଦେଲି । ଏମିତି ତା ନରମ ଗରମ ଓଠକୁ ଚୁଚୁମି ଚୁଚୁମି ଭାବୁଥାଏଁ, ୟାକୁ କୋଉଠିକି ନେଇ ଗେହିଁବି । ଏତିକିବେଳେ ପୁଣି ବାହାରେ କାହାର ପାଦ ଶବ୍ଦ ଶୁଣି ସିଏ ମୋ ଠୁ ଦୂରରେ ଲାଜରେ ମୁହଁ ତଳକୁ କରିଦେଲା । ଜାଣିଗଲି ସିଏ ବି ଏବେ ରେଡି, ଖାଲି ଭଲ ଜାଗାଟେ ମିଳିଲେ ରାତିସାରା ପେଲନ୍ତି । ହେଲେ ଏ ଟାଉନ୍ ଭିତରେ କୋଉଠିକୁ ନେବି ଭାବି ପାରୁ ନ ଥାଏଁ ।

ଦେଖୁ ଦେଖୁ ପଦଚାରୀ ଜଣକ ଆମକୁ ଅନେଇଁ ଅନେଇଁ ଆଗକୁ ଚାଲିଗଲା ପରେ ସିଏ ପୁଣି ଧୀରେ କହିଲା, “ଚାଲ୍ ନା କୋଉ ଲଜ୍ କି ହୋଟେଲକୁ; ପିଲା ଦିନର ଅନେକ ଅଧୁରା କଥା ତତେ କହିବାର ଅଛି ।“ ମୁଁ କହିଲି, “ଆମକୁ କେହି ଲଜ୍ କି ହୋଟେଲରେ ରୁମ୍ ଦେବେ ନାହିଁ, ବରଂ ଏମିତି କୋଉଠି ନିଛାଟିଆ ଜାଗା ଦେଖିଲେ ଠିକ୍ ହେବ ।“
ସେ- ହସପିଟାଲରେ ତ ସବୁବେଳେ ଲୋକ, କୋଉଠି ଆଉ ନିଛାଟିଆ ପାଇବୁ ? ଭୋକ ବି ହେଲାଣି, କିଛି ଖାଇ ଚେଷ୍ଟା ତ କରିବା ଚାଲ୍… Piladina Sathi Joubanara Smruti – 2
ଆଗକୁ ପଢିବା ପାଇଁ NEXT ବଟନ ଉପରେ କ୍ଲିକ କରନ୍ତୁ

Related